ଆସନ୍ତାକାଲି ପହଞ୍ଚିବ ରାଫେଲ୍‌: ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କଲା,ଅମ୍ବାଲାରେ ଅବତରଣ କରିବ

ନୂଆଦିଲ୍ଲୀ: ଫ୍ରାନ୍ସ କମ୍ପାନି ଡାସଲ୍ଟ ଏଭିଏସନକୁ କ୍ରୟ ଆଦେଶ ଦିଆଯିବାର ପ୍ରାୟ ୪ ବର୍ଷ ପରେ ଭାରତକୁ ଏହାର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍ ମିଳିଛି। ଫ୍ରାନ୍ସର ଦକ୍ଷିଣ ଭାଗରେ ଥିବା ମେରିଗ୍‌ନାକ୍ ବିମାନ ଘାଟିରୁ ୫ଟି ରାଫେଲ ବିମାନ ସୋମବାର ସକାଳେ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି। ହରିୟାଣାର ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ଏଗୁଡ଼ିକ ଆସନ୍ତା ବୁଧବାର ଅବତରଣ କରିବ। ଦୀର୍ଘ ପ୍ରାୟ ୭୦୦୦ … Continue reading ଆସନ୍ତାକାଲି ପହଞ୍ଚିବ ରାଫେଲ୍‌: ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କଲା,ଅମ୍ବାଲାରେ ଅବତରଣ କରିବ